ଅର୍ଥ : ଚିନାବାଦାମ ଗଛରେ ଲାଗୁଥିବା ଏକ ରୋଗ
ଉଦାହରଣ :
ଟିକ୍କା ରୋଗ ଆଦି ନ ଲାଗିବାପାଇଁ କୃଷକ ଚିନାବାଦାମ ଗଛରେ କୀଟନାଶକ ଔଷଧ ପକାଉଛି
ସମକକ୍ଷ :
ଟିକ୍କା
ଅନ୍ୟ ଭାଷାରେ ଅନୁବାଦ :
मूंगफली के पौधे में लगनेवाला एक रोग।
टिक्का आदि की रोकथाम के लिए किसान मूगफली के पौधों पर रोग नाशक दवाइयों का छिड़काव कर रहा है।
टिक्का