ଅର୍ଥ : ନିଶ୍ଚୟ ବା ବିଚାର ଉପରେ ଦୃଢ଼ ନ ରହିବା
ଉଦାହରଣ :
ପିତାମହ ଭୀଷ୍ମ ଆଜୀବନ ନିଜ ପ୍ରତିଜ୍ଞାରୁ ଟଳି ନ ଥିଲେ
ସମକକ୍ଷ : ପଶ୍ଚାତ୍ପଦ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଲ୍ଲଙ୍ଘନହେବା ବା ସମ୍ପୂର୍ଣ୍ଣ ନହେବା
ଉଦାହରଣ :
ରମେଶବାବୁଙ୍କ ସହିତ ଅପାର ବିବାହବିଷୟ ଯୌତୁକକୁ ନେଇ ଭାଙ୍ଗିଗଲା
ସମକକ୍ଷ : ଅଗ୍ରାହ୍ୟହେବା, ଉଲ୍ଲଙ୍ଘନହେବା, ନାକଚହେବା, ବାତିଲହେବା, ଭାଙ୍ଗିଗଲା, ରଦ୍ଦହେବା
ଅନ୍ୟ ଭାଷାରେ ଅନୁବାଦ :