ଅର୍ଥ : ଧନୁର ଗୁଣକୁ ଟାଣି ଛାଡ଼ିବା ଯାହାଦ୍ୱାରା ଶବ୍ଦ ଉତ୍ପନ୍ନ ହୁଏ
ଉଦାହରଣ :
ସମରଭୂମିରେ ଯୋଦ୍ଧାମାନେ ରହିରହି ତାଙ୍କ ଧନୁକୁ ଟଙ୍କାରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
धनुष की डोरी तानकर छोड़ना जिससे शब्द उत्पन्न हो।
समर भूमि में योद्धा रह रहकर अपना धनुष टंकार रहे थे।
टंकारना
Sound with a twang.
The bowstring was twanging.
twang