ଅର୍ଥ : ଏକ ଯନ୍ତ୍ର ଯାହାଦ୍ୱାରା ଲେଖା ଆଦି ଛପାକଳର ଲେଖା ସଦୃଶ ମୁଦ୍ରିତ ବା ଅଙ୍କିତ କରାଯାଏ
ଉଦାହରଣ :
କମ୍ପ୍ୟୁଟର ଆସିବାପରେ ଟାଇପରାଇଟରର ବ୍ୟବହାର ହ୍ରାସପାଇଲା
ସମକକ୍ଷ : କ୍ଷିପ୍ରଲେଖ, ଟାଇପରାଇଟର
ଅନ୍ୟ ଭାଷାରେ ଅନୁବାଦ :
एक यंत्र जिसके द्वारा पत्र आदि छापे की कल के समान लिखे,मुद्रित या अंकित किए जाते हैं।
संगणक-यंत्र के आ जाने से टंकण-यंत्र की पूछ कम हो गयी है।Hand-operated character printer for printing written messages one character at a time.
typewriter