ଅର୍ଥ : ଯେ ଝାଳରେ ଭିଜି ଯାଇଛି
ଉଦାହରଣ :
ଝାଳରେ ଭିଜିଥିବା ଲୋକଟି କିଛି ସମୟ ଆରାମ କରିବାପରେ ପୁଣି କାମରେ ଯୋଗ ଦେଲା
ସମକକ୍ଷ : ଝାଳରେ ଭିଜିଥିବା
ଅନ୍ୟ ଭାଷାରେ ଅନୁବାଦ :
जो पसीने से भीगा हुआ हो।
पसीने से तर व्यक्ति थोड़ा आराम करने के बाद फिरसे काम में जुट गया।ଅର୍ଥ : ଝାଳ ଆଣିବାବାଲା
ଉଦାହରଣ :
ବ୍ୟାୟାମ ଏକ ପ୍ରକାରର ଝାଳୁଆ କାମ
ଅନ୍ୟ ଭାଷାରେ ଅନୁବାଦ :