ଅର୍ଥ : କୋଷିକାରେ ମିଳୁଥିବା ସଜୀବ ପଦାର୍ଥ
ଉଦାହରଣ :
ଜୀବ ଦ୍ରବ୍ୟରେ ଅତ୍ୟଧିକ ମାତ୍ରାରେ ପାଣି ଥାଏ
ସମକକ୍ଷ : ଜୀବ ଦ୍ରବ୍ୟ, ପ୍ରୋଟୋପ୍ଲାଜମ୍
ଅନ୍ୟ ଭାଷାରେ ଅନୁବାଦ :
कोशिका में मिलने वाला सजीव पदार्थ।
जीव द्रव्य में पानी की अत्यधिक मात्रा होती है।