ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରାଜାଙ୍କ କନ୍ୟା ବା ରାଜ ପରିବାରର କନ୍ୟା
ଉଦାହରଣ : ରାଜା ଜଣେ କୃଷକ ସହିତ ରାଜକୁମାରୀଙ୍କ ବିବାହ ଦେଲେ
ସମକକ୍ଷ : ରଜାଝିଅ, ରାଜକନ୍ୟା, ରାଜକୁମାରୀ, ରାଜଜେମା, ରାଜପୁତ୍ରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो राजा की पुत्री हो या राज परिवार की कन्या।
A female member of a royal family other than the queen (especially the daughter of a sovereign).
ସଂସ୍ଥାପନ କରନ୍ତୁ