ଅର୍ଥ : ଜଣେ କୁଶଳୀ ଭାରତୀୟ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ
ଉଦାହରଣ :
ସ୍ୱାଧୀନତା ମିଳିବାର ଦୀର୍ଘସମୟ ପର୍ଯ୍ୟନ୍ତ ଜୟପ୍ରକାଶ ନାରାୟଣ ଭାରତୀୟ ରାଜନୀତିରେ ସକ୍ରିୟ ରହିଲେ
ସମକକ୍ଷ : ଜୟପ୍ରକାଶ ନାରାୟଣ
ଅନ୍ୟ ଭାଷାରେ ଅନୁବାଦ :
एक कुशल भारतीय राजनीतिज्ञ और स्वतंत्रता संग्राम सेनानी।
जयप्रकाश नारायण स्वतंत्रता प्राप्ति के काफी समय बाद तक भारतीय राजनीति में सक्रिय रहे।