ଅର୍ଥ : ନ୍ୟାୟ ବିଭାଗର ଯେଉଁ ଅଧିକାରୀଙ୍କର ସମଗ୍ର ଜିଲ୍ଲାର ଦେବାନୀ ଓ ଫୌଜଦାରୀ ମକଦମାର ଅପିଲ ଶୁଣିବାର ଅଧିକାର ଥାଏ
ଉଦାହରଣ :
ରାମେଶ୍ୱର ବାବୁ ଜଣେ ସଚ୍ଚୋଟ ଜିଲ୍ଲା ଜଜ
ସମକକ୍ଷ : ଜିଲ୍ଲା ବିଚାରପତି, ଡିଷ୍ଟ୍ରିକ୍ଟ୍ ମ୍ୟାଜିଷ୍ଟ୍ରେଟ
ଅନ୍ୟ ଭାଷାରେ ଅନୁବାଦ :
न्याय विभाग का वह अधिकारी जिसे जिले भर की दीवानी और फ़ौजदारी मुकदमों की अपीलें सुनने का अधिकार होता है।
माननीय रामईश्वरजी एक ईमानदार जिला जज हैं।