ଅର୍ଥ : ଅଟକିଅଟକି ଚାଲିବା ବା ଚାଲୁଚାଲୁ ଅଟକି ଯାଉଥିବା
ଉଦାହରଣ :
ଏହି ବଳଦ ମଠୁଆ, ଜମିରେ ହଳ କରିବା ସମୟରେ ବାରମ୍ବାର ଅଟକି ଯାଉଛି
ସମକକ୍ଷ : ମଠୁଆ
ଅନ୍ୟ ଭାଷାରେ ଅନୁବାଦ :
Tenaciously unwilling or marked by tenacious unwillingness to yield.
obstinate, stubborn, unregenerate