ଅର୍ଥ : ଯାହା ସମ୍ବନ୍ଧରେ ଜିଜ୍ଞାସା ବା ସୁପାରିଶ କରାଯାଇଛି
ଉଦାହରଣ :
ଜିଜ୍ଞାସିତ ବ୍ୟକ୍ତି ସାକ୍ଷାତକାର ପାଇଁ ପହଞ୍ଚିପାରିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
जिसके संबंध में अनुशंसा या सिफ़ारिश की गई हो।
अनुशंसित व्यक्ति साक्षात्कार के लिए नहीं पहुँच सका।ଅର୍ଥ : ଯାହା ବିଷୟରେ କିଛି ପଚରା ଯାଇଛି
ଉଦାହରଣ :
ସେହି ଜିଜ୍ଞାସିତ ପ୍ରଶ୍ନଗୁଡ଼ିକ ସମାଧାନ କରିବା ସହଜ ନଥିଲା
ସମକକ୍ଷ : ଅନୁସନ୍ଧିଚ୍ଛୁକ, ଜାଣିବାର ଇଚ୍ଛୁକ
ଅନ୍ୟ ଭାଷାରେ ଅନୁବାଦ :