ଅର୍ଥ : ଯେଉଁ ସନ୍ତାନ ଅବୈଧ ରୂପରେ ଜନ୍ମ ହୋଇଥାଏ
ଉଦାହରଣ :
ଭାରତୀୟ ସମାଜ ଅବୈଧ ସନ୍ତାନମାନଙ୍କୁ ମାନ୍ୟତା ପ୍ରଦାନ କରେନାହିଁ
ସମକକ୍ଷ : ଅବୈଧ ସନ୍ତାନ, ଜାରଜ ସନ୍ତାନ
ଅନ୍ୟ ଭାଷାରେ ଅନୁବାଦ :
वह संतान जो अवैध रूप से पैदा हुई हो।
भारतीय समाज अवैध संतान को मान्यता नहीं देता।