ଅର୍ଥ : ଉତ୍ପନ୍ନ ହେବା ବା ଅସ୍ତିତ୍ୱକୁ ଆସିବା
ଉଦାହରଣ :
ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୁଏ
ସମକକ୍ଷ : ଉତ୍ପନ୍ନ ହେବା, ସୃଷ୍ଟିହେବା
ଅନ୍ୟ ଭାଷାରେ ଅନୁବାଦ :
उत्पन्न होना या अस्तित्व में आना।
अत्यधिक जनसंख्या वृद्धि से कई सारी समस्याएँ पैदा होती हैं।