ଅର୍ଥ : ପଞ୍ଜାବ ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ଜଳନ୍ଧର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଜଳନ୍ଧର ସହରରେ ଅବସ୍ଥିତ
ସମକକ୍ଷ : ଜଳଂଧର, ଜଳଂଧର ଜିଲ୍ଲା, ଜଳନ୍ଧର ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के पंजाब राज्य का एक जिला।
जालंधर जिले का मुख्यालय जालंधर शहर में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ପଞ୍ଜାବ ରାଜ୍ୟର ଏକ ସହର
ଉଦାହରଣ :
ଜଳନ୍ଧରରେ ଜଣେ ନବେ ବର୍ଷର ମହିଳାଙ୍କୁ ହତ୍ୟା କରାଯାଇଛି
ସମକକ୍ଷ : ଜଳଂଧର, ଜଳଂଧର ସହର, ଜଳନ୍ଧର ସହର
ଅନ୍ୟ ଭାଷାରେ ଅନୁବାଦ :
भारत के पंजाब राज्य का एक शहर।
जालंधर एक बड़ा औद्योगिक शहर है।ଅର୍ଥ : ସମୁଦ୍ରରୁ ଉତ୍ପନ୍ନ ହୋଇଥିବା ଯେଉଁ ଅସୁରଙ୍କୁ ଭଗବାନ ବିଷ୍ଣୁ ମାରିଥିଲେ
ଉଦାହରଣ :
ଜଳନ୍ଧରଙ୍କ ପତ୍ନୀ ବୃନ୍ଦା ଜଣେ ପତିବ୍ରତା ନାରୀଥିଲେ
ଅନ୍ୟ ଭାଷାରେ ଅନୁବାଦ :