ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଟା ଧାରଣକାରୀ ବା ଯାହାଙ୍କ ମୁଣ୍ଡଉପରେ ଜଟା ଅଛି
ଉଦାହରଣ : ଜଟାଧାରୀ ସାଧୁଙ୍କ ଚମତ୍କାରିତ୍ୱରେ ସବୁଲୋକେ ଆଚମ୍ବିତ ହୋଇଯାଇଥିଲେ
ସମକକ୍ଷ : ଜଟାଧାରଣକାରୀ, ଜଟାଧାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
जटा धारण करनेवाला या जिसके सिर पर जटा हो।
ସଂସ୍ଥାପନ କରନ୍ତୁ