ଅର୍ଥ : କୌଣସି ଜିନିଷକୁ ଅନ୍ତର୍ରାଷ୍ଟ୍ରୀୟ ନିୟନ୍ତ୍ରଣର ଅଧୀନକୁ ଆଣିବା ପ୍ରକ୍ରିୟା
ଉଦାହରଣ :
ଆତଙ୍କବାଦର ଜଗତୀକରଣ କରାଯାଇଛି
ସମକକ୍ଷ : ବିଶ୍ୱୀକରଣ
ଅନ୍ୟ ଭାଷାରେ ଅନୁବାଦ :
किसी चीज़ को अंतर्राष्ट्रीय नियंत्रण के तहत लाने की क्रिया।
आतंक का वैश्वीकरण हो गया है।Growth to a global or worldwide scale.
The globalization of the communication industry.