ଅର୍ଥ : ପ୍ରଥମ ଥର ଗର୍ଭ ଧାରଣ କରିବାପାଇଁ ଯୋଗ୍ୟ ଗାଈ ବା ମଇଁଷି
ଉଦାହରଣ :
ରାମୁର ବାଛୁରୀ ଏବେ ଛଡ଼ା ହୋଇଗଲାଣି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରାୟ ତିନି ବର୍ଷର ମାଈ ବାଛୁରି
ଉଦାହରଣ :
କୃଷକ ଜଣକ ଗୋଟିଏ ଛଡ଼ା ପାଳିଛି
ଅନ୍ୟ ଭାଷାରେ ଅନୁବାଦ :