ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୁହାଆଦିର ପତଳା ଛଡ଼
ଉଦାହରଣ : ସେ ଲୁହାଛଡ଼କୁ ହାତରେ ବଙ୍କା କରିଦେଲା
ସମକକ୍ଷ : ଲୁହାଛଡ଼, ଶଳାକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
लोहे आदि की पतली छड़।
A long thin implement made of metal or wood.
ଅର୍ଥ : ଧାତୁର ଏକ ଲମ୍ବା ଓ ଛୋଟ ମୋଟା ଗୋଲାକାର ଖଣ୍ଡ
ଉଦାହରଣ : ଏଠାରେ ରଖାଯାଇଥିବା ଛଡ଼ରେ ଜଙ୍କ୍ ଲାଗିଯାଇଛି
ସମକକ୍ଷ : ରଡ଼
धातु का लंबा और गोलनुमा थोड़ा मोटा टुकड़ा।
ଅର୍ଥ : ତୁଳା ଭିଣିବା ନଟେଇରେ ଲାଗିଥିବା ଲୁହାଛଡ଼
ଉଦାହରଣ : ଏହି ନଟେଇର ଛଡ଼ କମଜୋର
ଅନ୍ୟ ଭାଷାରେ ଅନୁବାଦ :हिन्दी
रुई ओटने की चरखी में लगी हुई लोहे की छड़।
ସଂସ୍ଥାପନ କରନ୍ତୁ