ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ ନିହାଣ
ଉଦାହରଣ : ବଢ଼େଇ ଛୋଟ ନିହାଣ ଧାର କରୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
छोटा बसूला।
A small ax with a short handle used with one hand (usually to chop wood).
ଅର୍ଥ : ଏକ ପ୍ରକାରର ମୁନିଆଁ ହତିଆର
ଉଦାହରଣ : ନିହାଣୀ ଦ୍ୱାରା ଛାଞ୍ଚର ଗାରଗୁଡିକ ମଧ୍ୟରେ ଜମିଥିବା ରଙ୍ଗକୁ ଚାଞ୍ଛି ସଫା କରାଯାଏ
ସମକକ୍ଷ : ନିହାଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का नुकीला औजार।
ଅର୍ଥ : ସୂକ୍ଷ୍ମ ଭାବେ ଖନନ କରିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାରର ନିହାଣ
ଉଦାହରଣ : ଛୋଟ_ନିହାଣର ମୁନ ଅର୍ଦ୍ଧଚନ୍ଦ୍ରାକାର ହୋଇଥାଏ
बारीक खुदाई करने की एक प्रकार की रुखानी।
ସଂସ୍ଥାପନ କରନ୍ତୁ