ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁହିଁବା ସମୟରେ ଗାଈ, ମଈଁଷି ଆଦିଙ୍କ ଗୋଡ଼ ବାନ୍ଧିବା ଦଉଡ଼ି
ଉଦାହରଣ : ଗଉଡ଼ ଛନ୍ଦରେ ଗାଈର ପଚ୍ଛଗୋଡ଼ ଦୁଇଟା ବାନ୍ଧୁଛି
ସମକକ୍ଷ : ବନ୍ଧନୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
दुहते समय गाय, भैंस आदि के पैरों को बाँधने की रस्सी।
ଅର୍ଥ : ବର୍ଣ, ମାତ୍ରା ଆଦିର ଗଣନା ହେବାବାଲା ପଦ୍ୟମାନଙ୍କର ବାକ୍ୟ ରଚନା
ଉଦାହରଣ : ଦୋହା, ସୋରଠା, ଚୌପାଈ ଆଦି ଛନ୍ଦର ପ୍ରକାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
वर्ण, मात्रा आदि की गिनती से होने वाली पद्यों की वाक्य रचना।
(prosody) a system of versification.
ସଂସ୍ଥାପନ କରନ୍ତୁ