ଅର୍ଥ : ଯେଉଁ ଶାଢ଼ୀରେ ଚୁମୁକି ବା ମୋତିଆଦିର ଝାଲର ଲାଗିଛି
ଉଦାହରଣ :
ସେ ଚୁମୁକିଦାର ଶାଢ଼ୀରେ ବହୁତ ସୁନ୍ଦର ଦେଖା ଯାଉଛି
ସମକକ୍ଷ : ଚୁମୁକିଦାର ଶାଢ଼ୀ
ଅନ୍ୟ ଭାଷାରେ ଅନୁବାଦ :
वह साड़ी जिसमें झूमक या मोती आदि की झालर लगी हो।
वह झूमक साड़ी में बहुत सुन्दर लग रही थी।