ଅର୍ଥ : ନାପସନ୍ଦ ବା ସମ୍ବେଦନା ପ୍ରକଟ କରିବାପାଇଁ ମୁଁହରୁ ଆପେଆପେ ବାହାରୁଥିବା ଶବ୍ଦ
ଉଦାହରଣ :
ଲେଖିବାବେଳେ ଭୂଲ ହେବାମାତ୍ରେ ତା ମୁହଁରୁ ଚୁଚୁ ଶବ୍ଦ ବାହାରିଲା
ସମକକ୍ଷ :
ଚୁଚୁ
ଅନ୍ୟ ଭାଷାରେ ଅନୁବାଦ :
नापसंदगी या संवेदना प्रकट करने के लिए मुँह से अपने आप निकलने वाला शब्द।
लिखते समय गलती होते ही उसके मुँह से चू निकला।
चू,
चू चू,
चू चू चू