ଅର୍ଥ : ବ୍ୟାଙ୍କରେ ଖୋଲା ଯାଇଥିବା ଖାତା ଯେଉଁଥିରେ ବରାବର ଦେଣନେଣ ଚାଲିଥାଏ ଏବଂ ଯେତେବେଳେ କେହି ଚାହିଁବ ସେତେବେଳେ ଟଙ୍କା ଜମା ବା ଉଠାଣ କରିପାରିବେ
ଉଦାହରଣ :
ମୋତେ ଯେ କୌଣସି ଭାରତୀୟ ବ୍ୟାଙ୍କରେ ଗୋଟିଏ କରେଣ୍ଟ ଆକାଉଣ୍ଟ ଖୋଲିବାର ଅଛି
ସମକକ୍ଷ : କରେଣ୍ଟ ଆକାଉଣ୍ଟ, ଚଳନ୍ତି ଜମାଖାତା
ଅନ୍ୟ ଭାଷାରେ ଅନୁବାଦ :