ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର କୌଣସି ଦିନ ଯାହାର ନାମ ସଂଖ୍ୟା ବିଚାରରେ ହୋଇଥାଏ
ଉଦାହରଣ :
ପ୍ରତିପଦା ଠାରୁ ଅମାବସ୍ୟା ବା ପୂର୍ଣ୍ଣିମା ପର୍ଯ୍ୟନ୍ତ ପନ୍ଦରଟି ତିଥି ହୋଇଥାଏ
ସମକକ୍ଷ : ତିଥି
ଅନ୍ୟ ଭାଷାରେ ଅନୁବାଦ :
चांद्र मास के किसी पक्ष का कोई दिन जिसका नाम संख्या के विचार से होता है।
प्रतिपदा से अमावस्या या पूर्णिमा तक पंद्रह तिथियाँ होती हैं।