ଅର୍ଥ : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
ଉଦାହରଣ :
ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
ସମକକ୍ଷ : ଅନୁଦାନ
ଅନ୍ୟ ଭାଷାରେ ଅନୁବାଦ :
A voluntary gift (as of money or service or ideas) made to some worthwhile cause.
contribution, donationଅର୍ଥ : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ
ଉଦାହରଣ :
ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ
ସମକକ୍ଷ : ଦେୟ
ଅନ୍ୟ ଭାଷାରେ ଅନୁବାଦ :
A payment for consecutive issues of a newspaper or magazine for a given period of time.
subscription