ଅର୍ଥ : ସୂତା କାଟିବାପାଇଁ କାଠ ତିଆରି ଏକ ଯନ୍ତ୍ର
ଉଦାହରଣ :
ମହାତ୍ମା ଗାନ୍ଧି ନିଜେ ଚରଖା ଚଳାଉଥିଲେ
ସମକକ୍ଷ : ଅରଟ
ଅନ୍ୟ ଭାଷାରେ ଅନୁବାଦ :
A small domestic spinning machine with a single spindle that is driven by hand or foot.
spinning wheel