ଅର୍ଥ : ଚପଟଇ ଆମ୍ବର ଗଛ
ଉଦାହରଣ :
ମୁଁ ଚପଟଇ ଆମ୍ବଗଛ ଲଗାଇବାକୁ ଚେଷ୍ଟା କଲି,ମାତ୍ର ତାହା ଫଳିଲା ନାହିଁ
ସମକକ୍ଷ : ଚପଟଇ ଆମ୍ବଗଛ, ଚପଟଇ ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango tree