ଅର୍ଥ : ଏକ ବିଶେଷ ପ୍ରକାର ଘାସରୁ ତିଆରି ହେଉଥିବା ଏକ ପ୍ରକାର ଔଷଧ
ଉଦାହରଣ :
କେତେକ ବିଶେଷ ରୋଗରେ ଗ୍ରସ୍ତ ପଶୁମାନଙ୍କୁ ଚନେଷ୍ଠ ଦିଆଯାଇଥାଏ
ସମକକ୍ଷ :
ଚନେଠ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की औषध जो एक विशेष प्रकार की घास से बनती है।
चनेष्ठ किसी विशेष रोग से ग्रस्त पशु को दिया जाता है।
चनेठ,
चनेष्ठ