ଅର୍ଥ : ବଳଦମାନଙ୍କର ଗୋଟିଏ ରୋଗ ଯେଉଁଥିରେ ସେମାନଙ୍କ ଚୂଳର ମାଂସ ଗୋଟିଏ ଆଡ଼କୁ ଝୁଲିପଡ଼େ
ଉଦାହରଣ :
ପଶୁ ଚିକିତ୍ସକ ଚତରଭଙ୍ଗରେ ପୀଡ଼ିତ ବଳଦକୁ ଇଞ୍ଜେକସନ ଦେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
बैलों का एक रोग जिसमें उनके डिल्ले का मांस एक ओर लटक जाता है।
पशु चिकित्सक चतरभंग से पीड़ित बैल को सुई लगा रहा है।