ଅର୍ଥ : ବେଗପୂର୍ବକ ଜଳ ମଧ୍ୟଦେଇ ବାୟୁ ବାହାରକୁ ବାହାରିବାଦ୍ବାରା ଉତ୍ପନ୍ନ ହେଉଥିବା ଶବ୍ଦ
ଉଦାହରଣ :
ତାଙ୍କ ହୁକ୍କାର ଗୁଡୁଗୁଡୁ ଶବ୍ଦ କେବେ ବି ବନ୍ଦ ହୁଏନାହିଁ
ସମକକ୍ଷ :
ଗୁଡୁଗୁଡୁ
ଅନ୍ୟ ଭାଷାରେ ଅନୁବାଦ :
वेगपूर्वक जल में से होकर वायु के बाहर निकलने पर होने वाला शब्द।
उनके हुक्के की गुड़गुड़ कभी बंद ही नहीं होती!।
गुड़गुड़