ଅର୍ଥ : ନବଗ୍ରହରୁ କାହାରିଦ୍ୱାରା ଆସୁଥିବା ବାଧା
ଉଦାହରଣ :
ସେ ଶନିଙ୍କ ଗ୍ରହପୀଡ଼ା ଦୂର କରିବାପାଇଁ ହନୁମାନଙ୍କର ପୂଜା କରୁଛି
ସମକକ୍ଷ :
ଗ୍ରହପୀଡ଼ା, ଗ୍ରହବାଧା
ଅନ୍ୟ ଭାଷାରେ ଅନୁବାଦ :
नौ ग्रहों में से किसी एक के द्वारा आनेवाली बाधा।
वह शनि की ग्रहबाधा को दूर करने के लिए हनुमान जी की पूजा करता है।
ग्रहपीड़ा,
ग्रहबाधा