ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ଼ୁଚୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ଼ୁଚୀ   ବିଶେଷ୍ୟ

ଅର୍ଥ : ଏକ ବହୁବର୍ଷୀୟ, ଆରୋହୀ, ଔଷଧୀୟ ଲତା ଯାହାର ପତ୍ର ପାନପତ୍ର ଭଳି

ଉଦାହରଣ : ଗୁଡ଼ୁଚୀଲତାର ଫୁଲ ପେନ୍ଥାପେନ୍ଥା ଓ ହଳଦିଆ ରଙ୍ଗର

ସମକକ୍ଷ : ଅରିଷ୍ଟ, ଗୁଳୁଚି, ଗୁଳୁଚିଲତା, ଗୁଡ଼ୁଚୀଲତା


ଅନ୍ୟ ଭାଷାରେ ଅନୁବାଦ :

A plant with a weak stem that derives support from climbing, twining, or creeping along a surface.

vine