ଅର୍ଥ : ତମାଖୁ ଓ ଶୀରାଗୁଡ଼ (ଚିନି ବିଶୋଧନ ହେବା ସମୟରେ ପ୍ରାପ୍ତ କଳାଗୁଡ଼ଭଳି ମିଠା ଓ ଅଠାଳିଆ ପଦାର୍ଥ) କୁ ମିଶାଇ ପ୍ରସ୍ତୁତ ହେଉଥିବା ଏକ ମାଦକ ଦ୍ରବ୍ୟ
ଉଦାହରଣ :
କେତେକ ଲୋକ ଦାନ୍ତ ଓ ଦାନ୍ତମାଢ଼ିରେ ଗୁଡ଼ାକୁ ଘଷନ୍ତି
ସମକକ୍ଷ :
ଗୁଡ଼ାକୁ
ଅନ୍ୟ ଭାଷାରେ ଅନୁବାଦ :
तंबाकू और शीरे (शक्कर शोधन करते समय प्राप्त काले गुड़ की तरह मीठा और लसलसा पदार्थ ) को मिलाकर बनाया गया एक मादक पदार्थ।
गुड़ाकू को लोग दाँतों एवं मसूड़ों में लगाते हैं।
गुड़ाकू,
गुड़ाखू