ଅର୍ଥ : ପୃଥିବୀର ଯେଉଁ ଶକ୍ତିଦ୍ୱାରା ସମସ୍ତ ବସ୍ତୁ ତା ଆଡ଼କୁ ଟାଣିହୋଇ ଆସେ
ଉଦାହରଣ :
ନିଉଟନ ସର୍ବପ୍ରଥମେ ମାଧ୍ୟାକର୍ଷଣ ଶକ୍ତିକୁ ଆବିଷ୍କାର କରିଥିଲେ
ସମକକ୍ଷ : ମାଧ୍ୟାକର୍ଷଣ ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
पृथ्वी की वह शक्ति जिसके द्वारा सभी वस्तुएँ उसी की ओर खींचकर आती हैं।
न्यूटन ने सर्वप्रथम गुरुत्वाकर्षण शक्ति को पहचाना।