ଅର୍ଥ : ଗୁଣ ବା ଗୁଣୀମାନଙ୍କରଆଦର କରୁଥିବା ବ୍ୟକ୍ତି
ଉଦାହରଣ :
ଜଣେ ଖାଣ୍ଟି ଗୁଣଗ୍ରାହୀ ବ୍ୟକ୍ତ ହିଁ ଗୁଣକୁ ସମ୍ମାନ କରିବା ଜାଣିଥାଏ
ସମକକ୍ଷ : ଗୁଣଗ୍ରାହକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଗୁଣ କିମ୍ବା ଗୁଣୀ ବ୍ୟକ୍ତିଙ୍କୁ ଆଦର କରନ୍ତି
ଉଦାହରଣ :
ଗୁଣଗ୍ରାହୀ ଲୋକହିଁ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ମୂଲ୍ୟ ଜାଣିପାରେ
ସମକକ୍ଷ : ଗୁଣଗ୍ରାହକ
ଅନ୍ୟ ଭାଷାରେ ଅନୁବାଦ :
Having or showing appreciation or a favorable critical judgment or opinion.
Appreciative of a beautiful landscape.