ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୁଡୁଗୁଡୁ ଶବ୍ଦ ହେବାର ପ୍ରକ୍ରିୟା ବା ଭାବ
ଉଦାହରଣ : ପେଟ ଗୁଡୁଗୁଡୁଯୋଗୁଁ ମୁଁ ରାତିସାରା ଶୋଇପାରିଲି ନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी
गुड़गुड़ शब्द होने की क्रिया या भाव।
ଅର୍ଥ : ବେଗପୂର୍ବକ ଜଳ ମଧ୍ୟଦେଇ ବାୟୁ ବାହାରକୁ ବାହାରିବାଦ୍ବାରା ଉତ୍ପନ୍ନ ହେଉଥିବା ଶବ୍ଦ
ଉଦାହରଣ : ତାଙ୍କ ହୁକ୍କାର ଗୁଡୁଗୁଡୁ ଶବ୍ଦ କେବେ ବି ବନ୍ଦ ହୁଏନାହିଁ
ସମକକ୍ଷ : ଘୁଡୁଘୁଡୁ
वेगपूर्वक जल में से होकर वायु के बाहर निकलने पर होने वाला शब्द।
ସଂସ୍ଥାପନ କରନ୍ତୁ