ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଘାସକୁ ଛୁଇଁଲେ ଚର୍ମରୋଗ,ଜ୍ୱଳନ ଆଦି ହୁଏ
ଉଦାହରଣ : ଗାଜରଘାସକୁ ପଶୁମାନେ ବି ଖାଆନ୍ତି ନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक घास जिसके स्पर्श से त्वचा रोग,जलन आदि होती है।
ଅର୍ଥ : ଏକ ଘାସର ମଞ୍ଜି
ଉଦାହରଣ : ଭାରତକୁ ଗାଜରଘାସ ବିଦେଶରୁ ଆମଦାନୀ କରାଯାଇଥିବା ଶସ୍ୟସହିତ ଆସିଥିଲା
एक घास का बीज।
ସଂସ୍ଥାପନ କରନ୍ତୁ