ଅର୍ଥ : ଗଳାରେ ହାତ ଦେଇ କାହାକୁ ବାହାର କରିବାର ମୁଦ୍ରା
ଉଦାହରଣ :
ଏହି ମଦ୍ୟପ ଯାତ୍ରୀକୁ ଚାଳକ ଗଳାଧକ୍କା ଦେଇ ବାହାର କଲା
ସମକକ୍ଷ : ଅର୍ଦ୍ଧଚନ୍ଦ୍ର, ତଣ୍ଟିଆ
ଅନ୍ୟ ଭାଷାରେ ଅନୁବାଦ :
किसी को निकाल बाहर करने के लिए गले में हाथ लगाने की मुद्रा।
चालक ने उस शराबी यात्री को गरदनिया देकर बाहर निकाला।