ଅର୍ଥ : ଯେଉଁ ସ୍ତ୍ରୀଲୋକର ଗର୍ବ ଅଧିକ
ଉଦାହରଣ :
ଏହି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟଙ୍କସହିତ ମୁଁ କଥା ହେବାକୁ ଚାହୁଁନାହିଁ, କାରଣ ସେ ବଡ଼ ଗର୍ବିଣୀ
ସମକକ୍ଷ : ଅଭିମାନବତୀ, ଅଭିମାନୀ, ଗର୍ବିଣୀ, ମାନିନୀ
ଅନ୍ୟ ଭାଷାରେ ଅନୁବାଦ :
वह महिला जिसे घमंड हो।
इस विद्यालय की प्रधानाचार्या से मैं बात तक करना नहीं चाहती क्योंकि वह बहुत मानिनी है।