ଅର୍ଥ : ଯେଉଁ ଘଣ୍ଟା ଉପରେ ଗରୁଡ଼ମୂର୍ତ୍ତି ତିଆରି ହୋଇଛି
ଉଦାହରଣ :
ଗରୁଡ଼ଘଣ୍ଟାର ଶବ୍ଦ ଶୁଣି ସେ ମନ୍ଦିର ଆଡ଼କୁ ଧାଇଁଲା
ସମକକ୍ଷ : ଗରୁଡ଼ଘଣ୍ଟି
ଅନ୍ୟ ଭାଷାରେ ଅନୁବାଦ :
वह घंटा जिसके ऊपर गरुड़ की मूर्ति बनी हो।
गरुड़घंटे की आवाज सुनकर वह मंदिर की ओर भागा।