ଅର୍ଥ : ରାଜସ୍ଥାନର ମାଧୋପୁରସ୍ଥିତ ପାହାଡ଼ିଆ ଅଞ୍ଚଳରୁ ବାହାରିଥିବା ଏକ ନଦୀ
ଉଦାହରଣ :
ଗମ୍ଭୀରୀ ନଦୀ ଆଗ୍ରା ଜିଲ୍ଲାରେ ଯମୁନାରେ ମିଶିଛି
ସମକକ୍ଷ : ଗଂଭୀରୀ, ଗଂଭୀରୀ ନଦୀ, ଗମ୍ଭୀରୀ ନଦୀ
ଅନ୍ୟ ଭାଷାରେ ଅନୁବାଦ :
राजस्थान के माधोपुर की पहाड़ियों से निकलनेवाली एक नदी।
गंभीरी आगरा जिले में यमुना में मिल जाती है।