ଅର୍ଥ : ଭାଦ୍ରବ ଏବଂ ମାଘର ଶୁକ୍ଳ ପକ୍ଷ ଚତୁର୍ଥୀ
ଉଦାହରଣ :
ଭାଦ୍ରବର ଗଣେଶଚତୁର୍ଥୀଦିନ ଗଣେଶ ଉତ୍ସବ ପାଳନ କରାଯାଏ
ସମକକ୍ଷ : ବିନାୟକ ଚତୁର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
भादों और माघ के शुक्लपक्ष की चतुर्थी।
भादों के गणेशचतुर्थी के दिन गणेश उत्सव मनाया जाता है।