ଅର୍ଥ : ମାଘ ମାସର ଚତୁର୍ଥୀ ଦିନ ପାଳନ କରାଯାଉଥିବା ଗଣପତିଙ୍କ ଜନ୍ମଦିନ
ଉଦାହରଣ :
ଗଣେଶ ଜୟନ୍ତୀ ଦିନ ଭୋଗଭାବେ ଏଗାରଟି ମୋଦକ ଚଢାଇବାକୁ ହେବ
ସମକକ୍ଷ : ଗଣେଶ ଜୟନ୍ତୀ
ଅନ୍ୟ ଭାଷାରେ ଅନୁବାଦ :
माघ महीने के चतुर्थी के दिन मनाया जाने वाला गणपती का जन्म-दिन।
गणेश जयंती के दिन ग्यारह मोदक का नैवेद्य चढ़ाना है।A special anniversary (or the celebration of it).
jubilee