ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଡ଼୍ଗବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଡ଼୍ଗବନ୍ଧ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ଚିତ୍ରକାବ୍ୟ

ଉଦାହରଣ : ଖଡ଼୍ଗବନ୍ଧରେ ପଦ୍ୟର ଶବ୍ଦ ଏପରି ଶୈଳୀରେ ସଜା ଯାଇଥାଏ ଯେପରିକି ସେଗୁଡ଼ିକ ଖଡ଼୍ଗର ଚିତ୍ରରେ ବସିପାରିବ‍

ସମକକ୍ଷ : ଖଡ଼୍ଗବଂଧ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का चित्रकाव्य।

खड्गबंध में पद्य के शब्द इस ढंग से रखे जाते है कि वे खड्ग के चित्र में ठीक से बैठ सकें।
खड्ग बंध, खड्ग बन्ध, खड्ग-बंध, खड्ग-बन्ध, खड्गबंध, खड्गबन्ध