ଅର୍ଥ : କୌଣସି ବସ୍ତୁକୁ ସ୍ଥିର ରଖିବାପାଇଁ ତାହାର କିଛିଭାଗ ଅନ୍ୟବସ୍ତୁରେ ଭର୍ତ୍ତିକରିବା
ଉଦାହରଣ :
ସେ ଗୋଟିଏ ଗୋଲାପଫୁଲ ତା ପ୍ରେମିକାର ଜୁଡାରେ ଖୋଷିଦେଲା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को स्थिर रखने के लिए उसका कुछ भाग किसी दूसरी वस्तु में गुसेड़ देना।
उसने एक गुलाब का फूल अपने प्रेयसी के जुड़े में खोंस दिया।