ଅର୍ଥ : ଖାଦ୍ୟ ସମ୍ବନ୍ଧୀୟ ବିଷୟକୁ ଦେଖାଶୁଣା କରୁଥିବା ମନ୍ତ୍ରଣାଳୟ
ଉଦାହରଣ :
ରହିମ୍ ଖାଦ୍ୟମନ୍ତ୍ରଣାଳୟରେ କାର୍ୟ୍ୟକରେ
ସମକକ୍ଷ : ଖାଦ୍ୟ ମଂତ୍ରଣାଳୟ, ଖାଦ୍ୟମଂତ୍ରଣାଳୟ, ଖାଦ୍ୟମନ୍ତ୍ରଣାଳୟ
ଅନ୍ୟ ଭାଷାରେ ଅନୁବାଦ :
वह मंत्रालय जो खाद्य संबंधी बातों की देख-रेख करता है।
रहीम खाद्य मंत्रालय में कार्यरत है।