ଅର୍ଥ : ପାତ୍ର ବା ଆବରଣର ଭାରକୁ ଛାଡ଼ି ସେଥିରେ ଥିବା ସାମଗ୍ରୀର ଓଜନ
ଉଦାହରଣ :
ଏହି ଡବାରେ ରଖାଯାଇଥିବା ଘିଅର ଖାଣ୍ଟି ଓଜନ ପାଞ୍ଚ କିଲୋ
ସମକକ୍ଷ : ନିଟ୍ ଓଜନ
ଅନ୍ୟ ଭାଷାରେ ଅନୁବାଦ :
पात्र या आवरण के भार को छोड़कर उसमें रखी हुई सामग्री का भार।
इस डिब्बे में रखे घी का शुद्ध भार पांच किलो है।