ଅର୍ଥ : ଯେଉଁ ନୀତି ମନ୍ଦ ବା ଯାହା ଉତ୍ତମ ନୁହେଁ
ଉଦାହରଣ :
ପ୍ରଜାଙ୍କ ବିରୋଧକୁ ରୋକିବା ଲାଗି ରାଜା କୁନୀତିର ସାହାରା ନେଲେ
ସମକକ୍ଷ :
କୁନୀତି, ମନ୍ଦନୀତି
ଅନ୍ୟ ଭାଷାରେ ଅନୁବାଦ :
जो नीति बुरी हो या अच्छी न हो।
प्रजा का विरोध रोकने के लिए राजा ने कुनीति का सहारा लिया।
अपनय,
कुनीति,
बुरी नीति