ଅର୍ଥ : ତରବାରି ସାହାଯ୍ୟରେ ଜୀବିକା ଅର୍ଜନ କରୁଥିବା ବ୍ୟକ୍ତି
ଉଦାହରଣ :
ଏହି ବନ୍ଧୁକ ଯୁଗରେ ଅସିଜୀବୀମାନେ ଅନ୍ୟ ଜୀବିକା ଗ୍ରହଣ କରି ନେଲେଣି
ସମକକ୍ଷ :
ଅସିଜୀବୀ
ଅନ୍ୟ ଭାଷାରେ ଅନୁବାଦ :
तलवार से जीविका कमाने वाला व्यक्ति।
बंदूक के इस ज़माने में असिजीवियों ने दूसरी जीविका अपना ली है।
असिजीवी