ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି ଖଣ୍ଡା ଧାରଣ କରିଛନ୍ତି
ଉଦାହରଣ : ଖଣ୍ଡାଧାରୀ ଖଣ୍ଡାରେ ସାପକୁ ଦି ଖଣ୍ଡ କରିଦେଲେ
ସମକକ୍ଷ : ଅସିଧାରୀ, ଖଣ୍ଡାଧାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो तलवार धारण किए हो।
Someone skilled at fencing.
ଅର୍ଥ : ଖଣ୍ଡା ଚାଳନା କରୁଥିବା ବ୍ୟକ୍ତି
ଉଦାହରଣ : ଖଡ୍ଗଧାରୀ ଖଣ୍ଡାରେ ସାପକୁ ଦିଖଣ୍ଡ କରିଦେଲା
ସମକକ୍ଷ : ଖଣ୍ଡାଧାରୀ, ତରବାରିଧାରକ
तलवार चलाने वाला व्यक्ति।
ଉଦାହରଣ : ଦୁଇଜଣ ଖଣ୍ଡାଧାରୀ ଯୋଦ୍ଧା ପରସ୍ପର ମଧ୍ୟରେ ହିଁ ଲଢ଼ିବାକୁ ଲାଗିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो तलवार धारण किए हो।
ସଂସ୍ଥାପନ କରନ୍ତୁ